“ମୁଁ ଦସ୍ତଖତ କରିଦେଇଥିଲେ ମନ୍ଦିର ବଦଳରେ ମସଜିଦ ନିର୍ମାଣ ହୋଇଯାଇଥାନ୍ତା”: ନିଶ୍ଚଳାନନ୍ଦ ସରସ୍ୱତୀ

ଗୋରଖପୁର: ଗୋବର୍ଦ୍ଧନ ପୀଠ ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଦାବି କରିଛନ୍ତି ଯେ ଯଦି ମୁଁ ରାମାଳୟ ଟ୍ରଷ୍ଟରେ ଦସ୍ତଖତ କରିଥା’ନ୍ତି, ତେବେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ହୋଇଥାନ୍ତା। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଜୀବିତ ଥାନ୍ତେ, ସେ ଏ ବିଷୟରେ କହିଥାନ୍ତେ। ସେ କହିଛନ୍ତି ଯେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ ପାଇଁ ଯୋଜନା ଥିଲା, କିନ୍ତୁ ମୁଁ ଏଥିରେ ଦସ୍ତଖତ କରି … Continue reading “ମୁଁ ଦସ୍ତଖତ କରିଦେଇଥିଲେ ମନ୍ଦିର ବଦଳରେ ମସଜିଦ ନିର୍ମାଣ ହୋଇଯାଇଥାନ୍ତା”: ନିଶ୍ଚଳାନନ୍ଦ ସରସ୍ୱତୀ